Boat Race
The Project
ହେଲୋ! ମୁ ପାୟଲ ଏହି ଗମେ ରେ ଥିବା ବୋଟ ଟି mouse pointer ରେ କାମ କରେ ଯଦି ଆପଣ mouse କୁ ନ ଚଳେଇବେ ଗେମ ଟି ବନ୍ଦ ରହିବ ତ ଯଦି ଗେମ ଟି ସେହି ବ୍ରାଉନ କଲର ରେ ବାଜିନ ତେବେ ଗେମ ଟି ଅଭର ହେଇ ଯିବ ଆଉ ଯଦି ସେହି ଧଳା ଗାରକୁ ବାଜିବ ତେବେ ବହୁତ ଜଲ୍ଦି ବୋଟ ଟି ଆଗକୁ ଯିବ ହେରି ଆଉ ଯଦି ୟେଲୋ କଲର କୁ ଛୁଇଁବା ତେବେ ଆପଣ ଏହି ଗେମ କୁ ଜିତିବେ ଆଉ ଏହି ସହିତ ଆପଣ ଏହି ଗେମ କୁ କେତେ ସମୟରେ ସାରିଲେ ସେଇଟା ବି ଜାଣିପାରିବେ.
About the team
Team members
More cool Scratch projects
Simple interest project
Scratch

snake game
Scratch

spiderman game
Scratch
